ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଲି   ବିଶେଷ୍ୟ

ଅର୍ଥ : ଷ୍ଟେସନରେ ଯାତ୍ରୀମାନଙ୍କ ଜିନିଷ ଗାଡ଼ିରେ ଚଢ଼ାଇବା ବା ଓହ୍ଲାଇବା କାମ କରୁଥିବା ଶ୍ରମିକ

ଉଦାହରଣ : ରେଳଗାଡ଼ି ଅଟକିବା ମାତ୍ରେ କୁଲି ଡବାଆଡ଼କୁ ଦୌଡ଼ିଲେ


ଅନ୍ୟ ଭାଷାରେ ଅନୁବାଦ :

वह मजदूर जो स्टेशन पर यात्रियों का सामान वाहन में चढ़ाने या उतारने का काम करता है।

रेलगाड़ी के रुकते ही कुली डिब्बों की ओर दौड़े।
क़ुली, कुली

A person employed to carry luggage and supplies.

porter

ଅର୍ଥ : ବୋଝବୋହୁଥିବା ମଜୁରିଆ

ଉଦାହରଣ : ବଜାରରେ ମୋଟିଆମାନେ ଧର୍ମଘଟ କରିଛନ୍ତି

ସମକକ୍ଷ : ମୋଟିଆ


ଅନ୍ୟ ଭାଷାରେ ଅନୁବାଦ :

बोझा ढोनेवाला मज़दूर।

मंडी में हमालों ने हड़ताल कर दी है।
हमाल, हम्माल